ରଥୋଦ୍ଧତା Rathoddhatā
- ସଂ. ବି. ସ୍ତ୍ରୀ — ଏକାଦଶାକ୍ଷରା ବୃତ୍ତିବିଶେଷ — Name of metre of 11 syllables
- ସଂ. ବି. ସ୍ତ୍ରୀ — [ଦ୍ର—ଏଥିରେ 1 ମ, 3 ୟ, 7 ମ, 9 ମ ଓ 11 ଶ ବର୍ଣ୍ଣ ଗୁରୁ ଓ ଅନ୍ଯ ସମସ୍ତ ବର୍ଣ୍ଣ ଲଘୁ।] — [ଦ୍ର—ଏଥିରେ1ମ,3ୟ,7ମ,9ମ ଓ11ଶ ବର୍ଣ୍ଣ ଗୁରୁ ଓ ଅନ୍ଯ ସମସ୍ତ ବର୍ଣ୍ଣ ଲଘୁ]