ରଥ ରହିବା Ratha rahibā

  • ଦେ. ବି (ଲକ୍ଷଣାର୍ଥ) — ରଥର ଗତିର ରହିତ୍ୟ — The stoppage of a moving car
  • ଦେ. ବି (ଲକ୍ଷଣାର୍ଥ) — (ଲକ୍ଷଣାର୍ଥ) ବାର୍ଦ୍ଧକ୍ୟ ଯୋଗୁଁ ଶରୀର ଚଳିବାକୁ ବା କାର୍ଯ୍ୟ କରିବାକୁ ଅକ୍ଷମ ହେବା — (figurative) Loss of activity due to old age