ରଥ ଗୁପ୍ତି Ratha gupti

  • ସଂ. ବି — ଶସ୍ତ୍ରାଦି ଓ ଶରୀର ରକ୍ଷା ନିମିତ୍ତ ରଥମଧ୍ୟସ୍ଥ ଗୁପ୍ତ ସ୍ଥାନ — A recess made inside the car for the rider's protection and for depositing weapons