ରତ୍ନାବଳି Ratnābaḻi

  • ସଂ. ବି ( 6 ଷ୍ଠୀ ତତ୍) — ରତ୍ନହାର — A string of gems
  • ସଂ. ବି ( 6 ଷ୍ଠୀ ତତ୍) — ରତ୍ନ ଶ୍ରେଣୀ — A row of pearls
  • ସଂ. ବି ( 6 ଷ୍ଠୀ ତତ୍) — (ନାମ) ବତ୍ସରାଜ ପତ୍ନୀ — Name of a queen
  • ସଂ. ବି ( 6 ଷ୍ଠୀ ତତ୍) — ଶ୍ରୀହର୍ଷପ୍ରଣୀତ ନାଟ୍ୟଗ୍ରନ୍ଥ ବିଶେଷ — Name of a drama by poet Ṡriharsha
  • ସଂ. ବି ( 6 ଷ୍ଠୀ ତତ୍) — ବାକ୍ୟାଳଙ୍କାର ବିଶେଷ — A figure of speech