ରତ୍ନାଚଳ Ratnāchaḻa

  • ସଂ. ବି. — ରତ୍ନଗିରି; ସୁମେରୁ ପର୍ବତ — The Sumeru mountain
  • ସଂ. ବି. — ଦାନ ନିମିତ୍ତ ପର୍ବତରୂପେ କଳ୍ପିତ ରତ୍ନସ୍ତୂପ — A high heap or gems dedicated to be given away as gift