ରତ୍ନାଙ୍କ Ratnāṅka

  • ସଂ. ବି. (ବହୁବ୍ରୀହି; ରତ୍ନ ହୋଇଅଛି ଅଙ୍କ=ଚିହ୍ନ ଯାହାର) — ବିଷ୍ଣୁଙ୍କ ରଥ — Name of Bishnu's car
  • ସଂ. ବି. (ବହୁବ୍ରୀହି; ରତ୍ନ ହୋଇଅଛି ଅଙ୍କ=ଚିହ୍ନ ଯାହାର) — (ମ. ପ. ଲୋ) ରତ୍ନ ପରି ଚିହ୍ନ — A sign resembling a gem