ରତ୍ନପ୍ରଭା Ratnaprabhā

  • ସଂ. ବି. ( 6 ଷ୍ଠୀ ତତ୍) — ରତ୍ନର ଔଜ୍ଜଲ୍ୟ — The brightness or lustre of gems
  • ସଂ. ବି. ( 6 ଷ୍ଠୀ ତତ୍) — ଜୈନମାନଙ୍କର ନରକ ବିଶେଷ — Name of a hell of the Jainas