ରତ୍ନ ପ୍ରସୂ Ratna prasū

  • ସଂ. ବିଣ. ସ୍ତ୍ରୀ — ଯେ ରତ୍ନ ପ୍ରସବ କରେ; ରତ୍ନପ୍ରସବିତ୍ରୀ — Bringing forth gems
  • ସଂ. ବିଣ. ସ୍ତ୍ରୀ — ସୁସନ୍ତାନ ପ୍ରସବିତ୍ରୀ (ସ୍ତ୍ରୀ) — Bringing forth worthy children
  • ସଂ. ବି. ସ୍ତ୍ରୀ — ବସୁନ୍ଧରା; ପୃଥିବୀ — The earth