ରତ୍ନ ଚୁଡ଼ି Ratna chuṟḍ̠i

  • ଦେ. ବି — ରତ୍ନଖଚିତ ହସ୍ତବଳୟ ବିଶେଷ — Chooree or bangle set with gems
  • ଦେ. ବି — ଧାନ୍ୟବିଶେଷ — A species of fine paddy
  • ଦେ. ବି — [ଦ୍ର—ଏ ଧାନ ବଡ଼ ଓ ଛୋଟ ଭେଦରେ ଦୁଇ ପ୍ରକାରର। ଏହାର ଅଗ ଧୋବ ଓ ମଧ୍ୟଭାଗ ଆରକ୍ତ।]