ରତ୍ନ ଗର୍ଭ Ratna garbha

  • ସଂ. ବି (ରତ୍ନ ଅଛି ଗର୍ଭରେ ଯାହାର; ବହୁବ୍ରୀହି; ସମୁଦ୍ରସ୍ଥ ଶୁକ୍ତିରୁ ମୁକ୍ତା ବାହାରିବାରୁ) — ରତ୍ନାକର; ସମୁଦ୍ର — 1. The ocean (which is the mine of pearls)
  • ସଂ. ବି (ରତ୍ନ ଅଛି ଗର୍ଭରେ ଯାହାର; ବହୁବ୍ରୀହି; ସମୁଦ୍ରସ୍ଥ ଶୁକ୍ତିରୁ ମୁକ୍ତା ବାହାରିବାରୁ) — କୁବେର — The God of wealth
  • ସଂ. ବିଣ. ପୁଂ. — ଯାହାର ମଧ୍ୟସ୍ଥଳ ରତ୍ନରେ ପୂର୍ଣ୍ଣ — Full of gems inside it