ରତି ସଜ୍ଜ Rati sajja

  • ଦେ. ବି. (ସଂ. ରତିସଜ୍ଜା) — ରତି କରିବା ଅଭିପ୍ରାୟରେ ସୁବେଶ ହେବା — Being well dressed for sexual revelry
  • ଦେ. ବି. (ସଂ. ରତିସଜ୍ଜା) — (ଉ—ସଜନୀର ଚାହିଁ ରତିସଜ୍ଜ, ସଜନିତ ଚିତ୍ତେ ମାନସଜ। ଭଞ୍ଜ. ପ୍ରେମସୁଧାନିଧି।)