ରତି ରହସ୍ୟ Rati rahasya

  • ସଂ. ବି ( 6 ଷ୍ଠୀ ତତ୍) — ରତି ବା ପ୍ରେମ ସମ୍ବନ୍ଧୀୟ ଗୁପ୍ତ କଥା — The mysteries of love or sexual enjoyment
  • ସଂ. ବି ( 6 ଷ୍ଠୀ ତତ୍) — କୋକ୍କୋକ ରଚିତ ରତିଶାସ୍ତ୍ର ବିଶେଷ — Name of an erotic work by Kokkoka (M.W.)