ରତି ପ୍ରିୟ Rati priya

  • ସଂ. ବିଣ. ପୁଂ — (ବହୁବ୍ରୀହି) କାମୁକ; ରମଣପ୍ରିୟ — Amorous; lecherous; fond of sexual intercourse
  • ସଂ. ବି.—( 6 ଷ୍ଠୀ ତତ୍) କାମଦେବ; ମଦନ — Cupid