ରତି ଦାନ Rati dāna
- ସଂ. ବି. ( 6 ଷ୍ଠୀ ତତ୍) — କୌଣସି ବ୍ଯକ୍ତିକୁ ମୈଥୁନସୁଖ ଦେବା; ସହବାସକରଣ
- ସଂ. ବି. ( 6 ଷ୍ଠୀ ତତ୍) — [ଦ୍ର—ସାଧାରଣତଃ ସ୍ତ୍ରୀ ପୁରୁଷକୁ ରତି ଦାନ କରିବା ବୋଲାଯାଏ।] — 1. Cohabitation; sexual intercourse; granting a person the pleasure of sexual enjoyment (said of a woman in relation to a man and vice versa.)2 ଆନନ୍ଦ ଉତ୍ପାଦନ— 2. Giving of pleasure to a person
- ସଂ. ବି. ( 6 ଷ୍ଠୀ ତତ୍) — ଆନନ୍ଦ ଉତ୍ପାଦନ — Giving of pleasure to a person