ରତି ଚୋରି Rati chori

  • ଦେ. ବି (ସଂ. ରତିଚୌର୍ଯ୍ୟ) — ଗୁପ୍ତ ପ୍ରଣୟ; ଚୋରା ପ୍ରୀତି ବା ରତି — Secret love
  • ଦେ. ବି (ସଂ. ରତିଚୌର୍ଯ୍ୟ) — [ଉ—ଏହି ସମୟେ ଭିତରେ ପାହାରୀ, କହିଲା କନ୍ୟାପୁରେ ରତିଚୋରି। ଶିଶୁଶଙ୍କର, ଉଷାଅଭିଳାଷ।]