ରତି ଗୃହ Rati gṛuha
- ସଂ. ବି (ମ. ପ. ଲୋ) — ରତିକୁହର (ଦେଖ) — Ratikuhara. (See)
- ସଂ. ବି (ମ. ପ. ଲୋ) — କେଳିମନ୍ଦିର; ସ୍ତ୍ରୀ ପୁରୁଷଙ୍କ ରତିକ୍ରୀଡ଼ା ଯେଉଁ ଗୃହରେ ହୁଏ — A room where a couple copulate
- ସଂ. ବି (ମ. ପ. ଲୋ) — କ୍ରୀଡ଼ା ମନ୍ଦିର — A pleasure house (Apte)
- ସଂ. ବି (ମ. ପ. ଲୋ) — ବେଶ୍ୟାଗୃହ — A brothel