ରତି କଳା Rati kaḻā

  • ସଂ. ବି. [ରୂପକ; ରତି+କଳା] — ରତି ବିଦ୍ଯା — The art or science of copulation; sexual science
  • ଦେ. ବି. ସ୍ତ୍ରୀ — ସ୍ତ୍ରୀଙ୍କୁ ଦିଆଯିବା ନାମ — A name given to females