ରତା ମୁହାଁ Ratā muhāñ

  • ଦେ. ବିଣ. ପୁଂ (ସଂ. ରକ୍ତ+ମୁଖ) — ଯେ ସବୁବେଳେ ମୁହଁକୁ ବିରସ କରିଥାଏ — Having a frowning or scowling face
  • ଦେ. ବିଣ. ପୁଂ (ସଂ. ରକ୍ତ+ମୁଖ) — ଚୁପ୍ ସଇତାନ୍ — A person who is outwardly meek but is very wicked
  • ଦେ. ବିଣ. ପୁଂ (ସଂ. ରକ୍ତ+ମୁଖ) — କୋପନ ସ୍ୱଭାବ ବ୍ଯକ୍ତି — A person of an angry temper
  • ଦେ. ବିଣ. ପୁଂ (ସଂ. ରକ୍ତ+ମୁଖ) — ଯେଉଁ ବ୍ଯକ୍ତିର ମୁହଁ ସର୍ବଦା କ୍ରୋଧରେ ଆରକ୍ତ — With a countenance red with anger