ରତା ମାରିବା

  • ଦେ. ବି — ପ୍ରାୟ ସନ୍ଧ୍ୟା ହେବା; ଅଳ୍ପ ଅଳ୍ପ ଦିନ ଥିବା।
  • କ୍ରି. (ରତା ବା ଶିଙ୍ଗି ମାଛ) ଗାଲିଶିରେ ଥିବା କଣ୍ଟା ଦ୍ୱାରା ମାଛଧରାଳିର ହାତ ଆଦିକୁ ବିନ୍ଧିବା।