ରତର୍ଦ୍ଧିକ Ratarddhika
- ସଂ. ବି (ରତ=ଆନନ୍ଦ+ଋଦ୍ଧି=ବୃଦ୍ଧି+କୃ ଧାତୁ+କର୍ତ୍ତୃ. ଅ) — ଦିବସ — Day
- ସଂ. ବି (ରତ=ଆନନ୍ଦ+ଋଦ୍ଧି=ବୃଦ୍ଧି+କୃ ଧାତୁ+କର୍ତ୍ତୃ. ଅ) — ସୁଖସ୍ନାନ — A pleasure-bath; bathing for pleasure
- ସଂ. ବି (ରତ=ଆନନ୍ଦ+ଋଦ୍ଧି=ବୃଦ୍ଧି+କୃ ଧାତୁ+କର୍ତ୍ତୃ. ଅ) — ଅଷ୍ଟମଙ୍ଗଳ; ଆଠଗୋଟି ଶୁଭସୂଚକ ବସ୍ତୁର ସମନ୍ୱୟ; ଆଠପ୍ରକାର ମାଙ୍ଗଲ୍ୟ ଦ୍ରବ୍ୟ — The aggregate of 8 auspicious objects
- ସଂ. ବି (ରତ=ଆନନ୍ଦ+ଋଦ୍ଧି=ବୃଦ୍ଧି+କୃ ଧାତୁ+କର୍ତ୍ତୃ. ଅ) — [ଯଥା—ବ୍ରାହ୍ମଣ, ଗୋ, ଅଗ୍ନି, ସ୍ୱର୍ଣ୍ଣ, ଘୃତ, ଆଦିତ୍ୟ, ଜଳ ଓ ରାଜା;
- ସଂ. ବି (ରତ=ଆନନ୍ଦ+ଋଦ୍ଧି=ବୃଦ୍ଧି+କୃ ଧାତୁ+କର୍ତ୍ତୃ. ଅ) — ମତାନ୍ତରରେ—ସିଂହ, ବୃଷ, ହସ୍ତୀ, ଜଳକୁମ୍ଭ, ବ୍ୟଜନ ଧ୍ୱଜ, ଶଙ୍ଖ ଓ ଦୀପ।]
- ସଂ. ବି (ରତ=ଆନନ୍ଦ+ଋଦ୍ଧି=ବୃଦ୍ଧି+କୃ ଧାତୁ+କର୍ତ୍ତୃ. ଅ) — ଚାରିଖୁରା, ପୁଚ୍ଛ, ମୁଖ, ବକ୍ଷସ୍ଥଳ ଓ ପୃଷ୍ଠ, ଏହି ଆଠଗୋଟି ସ୍ଥାନରେ ମଙ୍ଗଳସୂଚକ ଶ୍ୱେତଚିହ୍ନ ଯୁକ୍ତ ଅଶ୍ୱ — A horse with auspicious white patches on eight parts of its body