ରତନ ହାସୀ Ratana hāsī

  • ଗ୍ରା. ବିଣ. ସ୍ତ୍ରୀ—ସଂ. ରତ୍ନ+ହାସ; ଯାହାର ହାସ୍ୟ ମଧୁରତାରେ ରତନ ସଙ୍ଗେ ତୁଳନା ମଧୁରହାସିନୀ — Sweet-smiling (woman)