ରଣ୍ଡାଶ୍ରମୀ Raṇḍāṡramī

  • ସଂ. ବି. ପୁଂ (ରଣ୍ଡ=ବିଫଳ+ଆଶ୍ରମ+ଇନ୍; 1 ମା 1 ବ) — 48 ବର୍ଷ ବୟସ ପରେ ଯେଉଁ ଲୋକର ସ୍ତ୍ରୀ ମରିଥାଏ — 48ବର୍ଷ ବୟସ ପରେ ଯେଉଁ ଲୋକର ସ୍ତ୍ରୀ ମରିଥାଏ— A widower after the age of 48