ରଣ୍ (ଧାତୁ) Raṇ (root)

  • ସଂ. — ଶବ୍ଦ କରିବା — To sound; to make a sound
  • ସଂ. — ଗତି କରିବା — To move; to go (Apte)
  • ସଂ. — ରଣଝଣ ଶବ୍ଦ କରିବା; ଟଣ ଟଣ ଶବ୍ଦ କରିବା — To tinkle; to jingle; to ring
  • ସଂ. — (ବୈଦିକ) ଆନନ୍ଦିତ ହେବା — To rejoice
  • ସଂ. — (ବୈଦିକ) ଆନନ୍ଦିତ କରିବା — To cheer; to gladden