ରଣୋତ୍କଟ Raṇotkaṭa

  • ସଂ. ବିଣ. ପୁଂ ( 7 ମୀ ତତ୍) — ଯୁଦ୍ଧରେ ଉନ୍ମତ୍ତ — Furious or mad in battle
  • ସଂ. ବି — ସ୍କନ୍ଦାନୁଚର ବିଶେଷ — Name of an attendant of Skanda
  • ସଂ. ବି — ଦୈତ୍ୟ ବିଶେଷ (ହରି ବଂଶ) — Name of a demon