ରଣେଚର Raṇechara

  • ସଂ. ବିଣ. ପୁଂ (ରଣେ+ଚର ଧାତୁ+କର୍ତ୍ତୃ. ଅ) — ଯୁଦ୍ଧଭୂମିରେ ଯୁଦ୍ଧ ବେଳେ ଯାଆସ କରୁଥିବା — Going or moving about in the field of battle
  • ସଂ. ବି — ବିଷ୍ଣୁ (ହି. ଶ.) — Bishṇu