ରଣିଫୁଲପରି ଜହ୍ନ ପଡ଼ିଛି Raṇiphula pari jahna paṟḍ̠ichhi
- ଦେ. ବାକ୍ୟ — ତୋଫା ବା ନିର୍ମଳ ରୂପରେ ଚନ୍ଦ୍ର କିରଣ ପଡ଼ିଛି — A brilliant moonlit night
- ଦେ. ବାକ୍ୟ — [ଦ୍ର—ରଣ(ଣି)ଫୁଲ ନାମରେ କୌଣସି ଫୁଲ ନାହିଁ, କିନ୍ତୁ ନିର୍ମଳ ଶରଚ୍ଚନ୍ଦ୍ର କିରଣ ପଡ଼ିଲେ ଲୋକେ ଜ୍ୟୋତ୍ସାକୁ ରଣ(ଣି)ଫୁଲ ସଙ୍ଗେ ତୁଳନା କରନ୍ତି।]