ରଣାଙ୍ଗଣା Raṇāṅgaṇā

  • ଦେ. ବି—(ସଂ. ରଣାଙ୍ଗନ) — ରଣାଙ୍ଗନ (ଦେଖ) — Raṇāṅgana (See)
  • ଦେ. ବି—(ସଂ. ରଣାଙ୍ଗନ) — [ଉ—ବାଜୁ ବାଜଣା ଜଣା, ସୁଗ୍ରୀବେ ରଣାଙ୍ଗଣା, ସ୍ଥିତ ହୋଇ ଅଗଣା। ଭଞ୍ଜ. ବୈଦେହୀବିଳାସ।]