ରଣସିଂହ Raṇa siṁha

  • ସଂ. ବି ( 7 ମୀ ତତ୍, ରଣ+ସିଂହ=ପରାକ୍ରମୀ) — ଯୁଦ୍ଧକ୍ଷେତ୍ରରେ ସିଂହ ପରି ବିକ୍ରମ ପ୍ରକାଶ କରିବା ବ୍ଯକ୍ତି — A valiant warrior
  • ଦେ. ବି — କ୍ଷତ୍ରିୟମାନଙ୍କର ଉପାଧିବିଶେଷ — A title of some Kshatriyas
  • ଦେ. ବି — ବୀର ବ୍ଯକ୍ତିକୁ ଦିଆଯିବା ଉପାଧି — A title given to a heroic and valiant person