ରଣଶିକ୍ଷା Raṇaṡikshā

  • ସଂ. ବି. ( 7 ମୀ ତତ୍) — ଯୁଦ୍ଧବିଦ୍ୟାରେ ତାଲିମ୍ ହେବା — Training in the art of war
  • ସଂ. ବି. ( 7 ମୀ ତତ୍) — ଯୁଦ୍ଧନୀତି — The doctrines of war
  • ସଂ. ବି. ( 7 ମୀ ତତ୍) — ରଣବିଦ୍ଯା — The science or art of war