ରଣଧ୍ୱଜା Raṇadhwajā

  • ଦେ. ବି (ସଂ. ରଣଧ୍ୱଜ) — ଯୁଦ୍ଧ ପତାକା; ଯୁଦ୍ଧବେଳେ ପକ୍ଷମାନଙ୍କ ବାହିତ ପତାକା — Flag used in war
  • ଦେ. ବି (ସଂ. ରଣଧ୍ୱଜ) — [ଉ—ବାଜେ ବୀର ବାଜା, ଉଡ଼େ ରଣଧ୍ୱଜା, କମ୍ପେ ଅଭ୍ରଭେଦୀ ଗିରି କାନନ। ନନ୍ଦକିଶୋର. କୃଷ୍ଣକୁମାରୀ।]