ରଣତ୍କାର Raṇa-tkāra

  • ସଂ. ବି (ରଣତ୍+କୃ ଧାତୁ+ଭାବ ଅ) — ରଣରଣ ଶବ୍ଦ; ଝଣତ୍କାର — Jingling or tinkling sound; clanking sound
  • ସଂ. ବି (ରଣତ୍+କୃ ଧାତୁ+ଭାବ ଅ) — ଗୁଣୁଗୁଣୁ ସ୍ୱର — Humming (Apte)
  • ସଂ. ବି (ରଣତ୍+କୃ ଧାତୁ+ଭାବ ଅ) — ଶବ୍ଦ — Sound (generally) (Apte)