ରଣ ସ୍ତମ୍ଭ Raṇa stambha
- ସଂ. ବି [ମ. ପ. ଲୋ] — ସମରକ୍ଷେତ୍ରରେ ଯୁଦ୍ଧର ସ୍ମୃତିଚିହ୍ନରୂପେ ପ୍ରୋଥିତ ବା ରଚିତ ସ୍ତମ୍ଭ — A pillar raised on the battlefield as a monument of battle
- ସଂ. ବି [ମ. ପ. ଲୋ] — ଜୟସ୍ତମ୍ଭ — A triumphal pillar; a pillar raised as a memorial of victory
- ସଂ. ବି [ମ. ପ. ଲୋ] — ଯୁଦ୍ଧର ସ୍ମୃତିଚିହ୍ନ ସ୍ୱରୂପ ଅନ୍ୟତ୍ର ପ୍ରୋଥିତ ସ୍ତମ୍ଭ — War-memorial column
- ସଂ. ବି [ମ. ପ. ଲୋ] — ଭାରତର ଉତ୍ତର ପଶ୍ଚିମ ରାଜପୁତନା ଅନ୍ତର୍ଗତ ଦେଶବିଶେଷ; ଚିତୋର — Chittor of Rājuptana in N.W. India