ରଣ ସଙ୍କୁଳ Raṇa saṅkula

  • ସଂ. ବିଣ. ( 3 ୟା ତତ୍) — ଯେଉଁଠାରେ ଘୋର ରଣ ଲାଗିଥାଏ; ଯୁଦ୍ଧ ଦ୍ୱାରା ବ୍ୟାପ୍ତ (ସ୍ଥାନ) — (a place) where battle is raging
  • ସଂ. ବିଣ. ( 3 ୟା ତତ୍) — (ରଣ ସଂରମ୍ଭ—ଅନ୍ଯ ବି. ରୂପ)
  • ସଂ. ବି — ଘୋର ଯୁଦ୍ଧ ଲାଗିଥିବା ଯୁଦ୍ଧ କ୍ଷେତ୍ରରେ ଅଂଶ — A part of the battlefield where furious fight is raging
  • ସଂ. ବି — ତୁମୁଳ ସଂଗ୍ରାମ — Furious fighting; tumultuous combat; the rage of battle; the thick of the fight