ରଣ ରଣକ Raṇa raṇaka
- ସଂ. ବି — ନଷ୍ଟବସ୍ତୁ ପାଇଁ ଅନୁଶୋଚନା — Regret for a lost thing
- ସଂ. ବି — ଦୁର୍ଭାବନା; ଦୁଶ୍ଚିନ୍ତା — Anxiety
- ସଂ. ବି — ଉତ୍କଣ୍ଠା — Eagerness; hankering
- ସଂ. ବି — କନ୍ଦର୍ପ; କାମ — Cupid
- ସଂ. ବି — [ଉ—ରଣରଣକ ଦର୍ପ ବାରଣ, ରଣରଣ ନୂପୁର ଚରଣ। ଭଞ୍ଜ. ପ୍ରେମସୁଧାନିଧି।]
- ସଂ. ବି — ପ୍ରଣୟାସ୍ପଦ ବ୍ଯକ୍ତିପାଇଁ ମନ ଛନଛନ ହେବା — Anxiety or uneasiness for one's beloved object (Apte)
- ସଂ. ବି — ପ୍ରେମଜନିତ କଷ୍ଟ ବା ବେଦନା — Affliction or torment due to love (Apte)