ରଣ ରଙ୍କା Raṇa raṅkā

  • ଦେ. ବିଣ. ପୁଂ ଓ ସ୍ତ୍ରୀ (ସଂ. ରଣରଙ୍କ) — ରଣ କରିବାପାଇଁ ଉତ୍ସୁକ; ରଣଲୋଲୁପ — Eagerly wishing to engage in fight
  • ଦେ. ବିଣ. ପୁଂ ଓ ସ୍ତ୍ରୀ (ସଂ. ରଣରଙ୍କ) — [ଉ—ବିବିଧ ବାଦ୍ୟ ନାଦେ ପୁରେ ଲଙ୍କା, ଅସୁରେ ହୋଇଛନ୍ତି ରଣରଙ୍କା। ବିଶ୍ୱନାଥ. ବିଚିତ୍ରରାମାୟଣ]