ରଣ ରଙ୍କ Raṇa raṅka
- ସଂ. ବିଣ. ପୁଂ( 7 ମୀ ତତ୍, ରଣ+ରଙ୍କ=ନୀଚ) — ରଣକାତର; ରଣଭୀରୁ — Fearing to fight
- ସଂ. ବିଣ. ପୁଂ( 7 ମୀ ତତ୍, ରଣ+ରଙ୍କ=ନୀଚ) — ଯୁଦ୍ଧପ୍ରିୟ; ରଣଲୋଲୁପ — Eagerly wishing to be engaged in battle
- ସଂ. ବିଣ. ପୁଂ( 7 ମୀ ତତ୍, ରଣ+ରଙ୍କ=ନୀଚ) — [ଉ—କପିଳାସ ଖୋଲ ନିବାସୀ ଶବର, ରଣ ରଙ୍କ ଢେଙ୍କା ଯା ବଂଶଶେଖର। ରାଧାନାଥ. ନନ୍ଦିକେଶ୍ୱରରୀ।]
- ସଂ. ବି — ରଣକାତର ହସ୍ତୀ — An elephant unwilling to stand in the battle filed
- ସଂ. ବି — ଗଜର ଦନ୍ତଦ୍ୱୟ ମଧ୍ୟସ୍ଥ ମୁଖାଂଶ — The part of an elephant's face between the tusks