ରଣ ମାଗିବା Raṇa māgibā

  • ଦେ. କ୍ରି — ଯୁଦ୍ଧ କରିବା ପାଇଁ ବିପକ୍ଷକୁ ଆହ୍ୱାନ କରିବା — To challenge the opponent to fight
  • ଦେ. କ୍ରି — (ଉ—ତେବେ ଆଉ ନ ଡର ରଣ ମୁଁ ମାଗୁଛି। କୃଷ୍ଣସିଂହ. ମହାଭାରତ. ବନ।)