ରଣ ଭଙ୍ଗ Raṇa bhaṅga

  • ସଂ. ବି. ( 7 ମୀ ତତ୍) — ଯୁଦ୍ଧକ୍ଷେତ୍ରରେ ସମ୍ପୂର୍ଣ୍ଣ ପରାଜୟ — A complete defeat in the battle field
  • ସଂ. ବି. ( 7 ମୀ ତତ୍) — ସୈନ୍ୟମାନଙ୍କର ଛତ୍ରଭଙ୍ଗ — A rout
  • ସଂ. ବି. ( 7 ମୀ ତତ୍) — ଯୁଦ୍ଧରୁ ପଳାଇଯିବା — Fleeing away from the battle-field
  • ସଂ. ବି. ( 7 ମୀ ତତ୍) — ( 6 ଷ୍ଠୀ ତତ୍) ଯୁଦ୍ଧର ବିରତି; ରଣ ନିବୃତ୍ତି — (6ଷ୍ଠୀ ତତ୍) ଯୁଦ୍ଧର ବିରତି; ରଣ ନିବୃତ୍ତି—. Cessation of hostilities; armistice
  • ସଂ. ବିଣ. ପୁଂ (ବହୁବ୍ରୀହି) — ରଣକ୍ଷେତ୍ରରୁ ପଳାୟିତ — Fleeing from the battle-field; fugitive
  • ସଂ. ବିଣ. ପୁଂ (ବହୁବ୍ରୀହି) — ରଣରୁ ବିରତ — Refraining from fighting