ରଣ ବୃତ୍ତି Raṇa bṛutti

  • ସଂ. ବି. (ରୂପକ) — ଜୀବିକା ରୂପେ ଗୃହୀତ ରଣ — War taken as a profession
  • ସଂ. ବିଣ — ଯୁଦ୍ଧ ଯାହାର ଜୀବିକା — Having war for a profession (M.W.)