ରଣ ପଦ୍ଧତି Raṇa paddhati

  • ସଂ. ବି( 6 ଷ୍ଠୀ ତତ୍) — ଯୁଦ୍ଧ କରିବାର ଭିନ୍ନ ଭିନ୍ନ ରୀତି — Modes of warfare; modes of conducting war
  • ସଂ. ବି( 6 ଷ୍ଠୀ ତତ୍) — ରଣ କୌଶଳ — Skill in war