ରଣ କୁହୁଡ଼ି Raṇa kuhuṟḍ̠i

  • ଦେ. ବି — ଦିନରେ ମେଘାଚ୍ଛନ୍ନ ହୋଇ କୁହୁଡ଼ି ଘୋଟିବା ପାଗ — A sort of mist during daytime creeping in cloudy weather
  • ଦେ. ବି — [ଦ୍ର—ରଣକୁହୁଡ଼ି ଦେଶରେ ଆଶୁ ମଡ଼କ ଓ ଦୁର୍ଭିକ୍ଷର ସୂଚକ ବୋଲି ଲୋକବିଶ୍ୱାସ।]