ରଣ କରଣ Raṇa karaṇa

  • ଦେ. ବି (ସଂ. ରଣରଣକ) — କାମ; କନ୍ଦର୍ପ — Cupid
  • ଦେ. ବି (ସଂ. ରଣରଣକ) — (ଉ—କଲା ସୁରଣ, ରଣ କରଣ, ପୁରୁଷ ଭାବ ଧରି। ଦୀନକୃଷ୍ଣ, ରସକଲ୍ଲୋଳ।)