ରଣ କଣ୍ଡୂ Raṇa kaṇḍū

  • ସଂ. ବି (ମ. ପ. ଲୋ; ରଣାର୍ଥ ଉଦ୍ଭୂତ କଣ୍ଡୁ) — ଯୁଦ୍ଧ କରିବା ପାଇଁ ଆଗ୍ରହ — Itching or eagerness to fight
  • ସଂ. ବି (ମ. ପ. ଲୋ; ରଣାର୍ଥ ଉଦ୍ଭୂତ କଣ୍ଡୁ) — (ଉ—ଭୂଷି ଦେଲେ ତାଙ୍କ ଗଳେ ସୁତୀକ୍ଷ୍ଣ କଟାରି, ଖଣ୍ଡି ତାଙ୍କ ରଣ କଣ୍ଡୁ, ଚିରଦିନ ଲାଗି। ରାଧାନାଥ. ମହାଯାତ୍ରା।)