ରଟ୍କିନା Raṭkinā

  • ଦେ. କ୍ରି. ବିଣ (ଧ୍ୱନ୍ୟନୁକରଣ) — ଖୁବ୍ ବଳ ସହକାରେ ଟଣା ହେଲେ ଦଉଡ଼ି ଉଚ୍ଚ ଶବ୍ଦ କରି ଛିଣ୍ଡିଯିବା ପ୍ରକାରେ — Snapping with a croaking sound (said of a rope.)
  • ଦେ. କ୍ରି. ବିଣ (ଧ୍ୱନ୍ୟନୁକରଣ) — (ଯଥା—ଦଉଡ଼ିଟା ରଟ୍କିନି ଛିଡ଼ିଗଲା)।
  • ଦେ. କ୍ରି. ବିଣ (ଧ୍ୱନ୍ୟନୁକରଣ) — ହଠାତ୍ ଜୋର୍ପୂର୍ବକ କାମୁଡ଼ିବା ପ୍ରକାରେ — (biting) Sharply
  • ଦେ. କ୍ରି. ବିଣ (ଧ୍ୱନ୍ୟନୁକରଣ) — [ଉ—ରଟ୍କିନି ସେ ଦିଏ କାମୁଡ଼ି, ହୁକେ ହୁକେ ବୋଲି ପକାଉ ରଡ଼ି— ଶିଶୁଗୀତ, ବିଲୁଆନନା।]
  • ଦେ. କ୍ରି. ବିଣ (ଧ୍ୱନ୍ୟନୁକରଣ) — [ଦ୍ର—କାମୁଡ଼ିବା ଅର୍ଥରେ ରଟ୍କିନା ଅପେକ୍ଷା ରୁଟ୍କିନା ଅଳ୍ପତର ଶକ୍ତିପ୍ରୟୋଗର ସୂଚନା କରେ।]
  • ଦେ. କ୍ରି. ବିଣ (ଧ୍ୱନ୍ୟନୁକରଣ) — [ଯଥା—ବାୟା ମନୁଷ୍ୟଟା ମୋ ହାତକୁ ରଟ୍କିନା କାମୁଡ଼ିଦେଲା, ଧୂଳିଆଜନ୍ଦା ପିଲାକୁ ରୁଟ୍କିନି କାମୁଡ଼ିଦେଲା।]