ରଟତି Raṭati

  • ସଂ. କ୍ରି [ରଟ. ଧାତୁର ବର୍ତ୍ତମାନ କାଳ, ପ୍ରଥମ ପୁରୁଷ ( 3 ୟ ପୁରୁଷ) ଏକବଚନରେ ରୂପ; ଏହା ଓଡ଼ିଆ ପୁରାଣରେ ଓ ପ୍ରାଚୀନ ଭଜନରେ ଓ ଗୀତମାନଙ୍କରେ ଏହି ଆକାରରେ ବ୍ଯବହୃତ ହୋଇଥିବା ଦେଖାଯାଏ। ପ୍ରାଚୀନ ବଙ୍ଗଳାରେ ମଧ୍ୟ ଏହି ଆକାରର ବ୍ଯବହାର ଦେଖାଯାଏ] — (ସେ) ରଟୁଅଛି; ବାରମ୍ବାର ଉଚ୍ଚାରଣ କରୁଅଛି — (he) Is uttering repeatedly; is repeating loudly