ରଞ୍ଜକ Ran̄jaka

  • ସଂ. ବିଣ. ପୁଂ (ରଞ୍ଜ୍ ଧାତୁର ଣିଜନ୍ତ ରଞ୍ଜି ଧାତୁ=ରଙ୍ଗ କରିବା+କର୍ତ୍ତୃ ଅକ) — ଯେ ରଙ୍ଗ କରେ — Dyeing; painting
  • ସଂ. ବିଣ. ପୁଂ (ରଞ୍ଜ୍ ଧାତୁର ଣିଜନ୍ତ ରଞ୍ଜି ଧାତୁ=ରଙ୍ଗ କରିବା+କର୍ତ୍ତୃ ଅକ) — ଉତ୍ତେଜକ — Stimulating; exciting
  • ସଂ. ବିଣ. ପୁଂ (ରଞ୍ଜ୍ ଧାତୁର ଣିଜନ୍ତ ରଞ୍ଜି ଧାତୁ=ରଙ୍ଗ କରିବା+କର୍ତ୍ତୃ ଅକ) — ଅନୁରାଗଜନକ — Producing attachment; exciting love or passion (Apte)
  • ସଂ. ବିଣ. ପୁଂ (ରଞ୍ଜ୍ ଧାତୁର ଣିଜନ୍ତ ରଞ୍ଜି ଧାତୁ=ରଙ୍ଗ କରିବା+କର୍ତ୍ତୃ ଅକ) — ସନ୍ତୋଷଜନକ; ମନୋରମ — Pleasing; amusing; charming
  • ସଂ. ବି — (ପୁଂ) ରଜକ — Washerman
  • ସଂ. ବି — (ପୁଂ) ଚିତ୍ରକର — Dyer; painter
  • ସଂ. ବି — ଉତ୍ତେଜକ ଔଷଧ — A stimulant medicine
  • ସଂ. ବି — ପୈତ୍ତିକ ରସବିଶେଷ (ଏହା ଦୃଷ୍ଟିଶକ୍ତିକୁ ଉତ୍ତେଜିତ କରେ) — Biliary humour (on which depends a person's vision)
  • ସଂ. ବି — ହିଙ୍ଗୁଳ — Vermilion
  • ସଂ. ବି — ରକ୍ତ ଚନ୍ଦନ — Red sandal wood (Apte)
  • ସଂ. ବି — ଉତ୍ତେଜକ ବ୍ଯକ୍ତି — Exciter
  • ସଂ. ବି — ଉତ୍ତେଜକ ବସ୍ତୁ ବା ବିଷୟ — Stimulus (Apte)