ରଞ୍ଚିତ Raṅchita

  • ଗ୍ରା. (ପ୍ରାଚୀନ ପଦ୍ଯ) ବିଣ—(ସଂ. ରଚିତ) — ରଚିତ (ଦେଖ) — Rachita (See)
  • ଗ୍ରା. (ପ୍ରାଚୀନ ପଦ୍ଯ) ବିଣ—(ସଂ. ରଚିତ) — [ଉ—ଶିରେ ରଞ୍ଚିତ କୁଟିଳ କବରୀ— ପ୍ରାଚୀ. ଶିଶୁଶଙ୍କର ଉଷା ଅଭିଳାଷ; ତଡ଼ିତ ଆଭା ପୀତାମ୍ବର, ରଞ୍ଚିତ ଅଷ୍ଟ ଅଳଙ୍କାର—ଭୂପତି. ପ୍ରେମପଞ୍ଚାମୃତ।]