ରଞ୍ଚିତା Raṅchitā

  • ଗ୍ରା. (ପ୍ରାଚୀନ ପଦ୍ଯ) ବିଣ (ସଂ. ରଚିତ) — ରଚିତ (ଦେଖ) — Rachita (See)
  • ଗ୍ରା. (ପ୍ରାଚୀନ ପଦ୍ଯ) ବିଣ (ସଂ. ରଚିତ) — [ଉ—ଏ ପିଣ୍ଡବ୍ରହ୍ମାଣ୍ଡ ସ୍ୱାମୀ ଆଜ୍ଞାରେ ରଞ୍ଚିତା—ପ୍ରାଚୀ. ବ୍ରହ୍ମନିରୂପଣ— ଗୀତା।]