ରଜ୍ଜୂଦ୍ଧୃତ Rajjūddhṛuta

  • ସଂ. ବି—( 3 ୟା ତତ୍; ରଜ୍ଜୁଦ୍ୱାରା ଉଦ୍ଧୃତ) — ଦଉଡ଼ିଦ୍ୱାରା ଉପରକୁ ଉଠା ଯାଇଥିବା — Lifted or drawn up by means of a rope