ରଜ୍ଜୁଧାନ Rajju dhāna

  • ସଂ. ବି—(ରଜ୍ଜୁ+ଧା ଧାତୁ+ଅଧିକରଣ ଅନ) — ଗୋମେଷାଦି ପଶୁଙ୍କର ବେକର ଯେଉଁ ଅଂଶର ଚାରି ପାଖେ ପଘା ବନ୍ଧା ଯାଏ — The part of the neck of a domestic animal round which a rope is fastened (M.W.)